ମହାମାରୀ କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନତା କର୍ଫୁ କୁ ଆହ୍ୱାନ

କଳାହାଣ୍ଡି:ମହାମାରୀ କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନତା କର୍ଫୁ ଆହ୍ୱାନ କୁ ନେଇ କଳାହାଣ୍ଡିର ସମସ୍ତ ଦୋକାନ ବଜାର, ଗାଡିମୋଟର ବନ୍ଦ ଥିବା ବେଳେ କାଭାଁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଛି । ଲୋକେ ସ୍ବତ ପ୍ରବୃତ ଭାବେ ଘରୁ ବାହାରୁ ନଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ