ମହାରଥୀଙ୍କୁ ମିଳିଲା ଜାମିନ
ଶେଷରେ ବିଜେଡିର ବାହୁବଳୀ ବିଧାୟକ ପାର୍ଥୀ ପ୍ରଦୀପ ମହାରଥୀଙ୍କୁ ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟ । ୫୦ହଜାର ଟଙ୍କା ମୁଚାଲିକା ୨ଜଣ ଜାମନଦାରଙ୍କ ବଦ୍ୟଳରେ ମହାରଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର କୋର୍ଟ ।ଜାମିନ ଦେବା ପୁର୍ବରୁ କୋର୍ଟ ଅନେକ ଗୁଡିଏ ସ୍ତ୍ତ ରଖିଛନ୍ତି ଯେ, ସାଖି ମାନଙ୍କୁ ଧମକ ଚମକ କରିପାରିବେ ନାହିଁ ।ପୋଲିସକୁ ସମ୍ପୁର୍ଣ୍ଣ ସହଯୋଗ କରିବେ ବୋଲି କୋର୍ଟ ତାଙ୍କର ଶୁଣାଣୀରେ କହିଛନ୍ତି । ସୁଚନାନୁସାରେ ଗତ୧୧ ତାରିଖରେ ତାଙ୍କ ଫାର୍ମ ହାଉସ ଉପରେ ଫ୍ଲାଇଁ ସ୍କ୍ୱାର୍ଡ ଅଧିକାରୀ ରେଡ କରିବା ସମୟରେ ଆକ୍ରମଣ ହୋଇଥିଲା ।