ମହାରଷ୍ଟ୍ର କଂଗ୍ରେସର ନୂତନ ସଭାପତି ହେଲେ ବାଲା ସାହେବ ଥୋରାଟ

(ଯୁଗାବ୍ଦ ନ୍ୟୁଜ )ଲୋକସଭା ନର୍ବାଚନ ହାରିବାରେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ପୁଣି ଥରେ ସଙ୍ଗଠନ ସଜାଡିବାକୁ ଆରମ୍ଭ କରିଛି ତତ୍ପରତା । ଏହି ଅନୁସାରେ ମହାରଷ୍ଟ୍ରର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି ଅଶୋକ ଚୌହାନଙ୍କ ଇସ୍ତଫା ଦେବା ପରେ ଖାଲି ପଡିଥିଲା ଏହି ପଦ । ଏହି ପଦରେ ନୁଆ କରି ଅବସ୍ତାନ କରଛନ୍ତି ବରିଷ୍ଠ କୃଷକ ନେତା ତଥା ସମାବାୟ ଆନ୍ଦୋଳନର ପୁରୋଧା ବାଲା ସାହେବ ଥୋରାଟଙ୍କୁ ନିଯୁକ୍ତି ଦେଇଚି ଜାତୀୟ କଂଗ୍ରେସ ।


