ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ କରି ଲୋକଙ୍କୁ ଠାରୁ ଛେଚା ଖାଇଲା ଯୁବକ
ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଜଣେ ଯୁବକ ମହିଳାଙ୍କୁ ଅଶ୍ଳିତ ଓ ଇଙ୍ଗିତ କରି ଲୋକମାନଙ୍କ ଠାରୁ ପ୍ରଚୁର ମାଡ ଖାଇଥିବା ଜଣାପଡିଛି । ମିଳିଥିବା ଖବର ଅନଯାୟୀ ବ୍ୟାସନଗର କଲେଜ ଅଂଚଳରେ ସପନ ସିଂ ନାମକ ଜଣେ ଯୁବକ ସକାଳେ ମନିଂୱାର୍କ କରିବାକୁ ଯାଉଥିବା ସମୟରେ କିଛି ଯୁବତୀ ଓ ମହିଳାଙ୍କୁ କମେଣ୍ଟ କରିବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ମାଡ ମାରିବା ସହ ଥାନାରେ ଜିମା ଦେଇଥିଲେ ।