ମହିଳାଙ୍କ ସଂନ୍ଦେହ ଜନକ ମୃତ୍ୟୁ
ଭଞ୍ଜନଗର ,( ଯୁଗାବ୍ଦ ନ୍ୟୁଜ ୍) ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ଗ୍ରାମରେ ନବ ବିବାହିତଙ୍କ ସଂନ୍ଦେହ ଜନକ ମୃତ୍ୟୁ ହୋଇଛି । ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ମୃତ ଦେହକୁ ଉଦ୍ଦାର କରି ଶବ ବେବଚ୍ଚେଦ ନିମନ୍ତେ ମେଡିକାଲକୁ ପଠାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୫ ମାସ ତଲେ ହିନ୍ଦୁ ଧର୍ମୀୟ ରିତୀନିତୀ ଅନୁଯାୟୀ ଡହ ଗ୍ରାମର କାଳିଆ ନାୟକ ଙ୍କ ସହ ଶିବାନୀଙ୍କ ବିବାହ ସଂମ୍ପର୍ଣ୍ଣ ହୋଇଥିବା ବେଳେ ଦୀର୍ଘ ୫ ମାସ ପରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


