ମହିଳା ନିରୁଦିଷ୍ଟ

ଵ୍ରହ୍ମପୁର ଚନ୍ଦ୍ରପ୍ରଭା ସାହି ଦ୍ଵିତୀୟ ଗଳିର ମହିଳା ବି.ଲକ୍ଷ୍ମୀ ବୟସ 60 ରୁ ଉର୍ଢ଼ । ତାଙ୍କର ମାନସିକ ସ୍ଥିତି ଠିକ ନୁହଁ । ମେ 7 ତାରିଖ ସକାଳ ଘରେ ସମସ୍ତେ ସୋଇଥିବା ବେଳେ କେଉଁଆଡେ ଚାଲି ଯାଇଛନ୍ତି । ତାଙ୍କ ପରିବାର ପକ୍ଷରୁ ଖୋଜା ଖୋଜି ଚାଲିଥିବା ବେଳେ ପରିବାର ପକ୍ଷରୁ ଥାନାରେ ଏତଲା ଦେଇଛନ୍ତି । ଯଦି କେହି ସଦହୁର୍ଦୟ ବ୍ୟକ୍ତି ମହିଳାଙ୍କ ଖବର ପାନ୍ତ ତୁରନ୍ତ ଏହି ଫୋନ ନମ୍ବର 9776979605, 9937316074, 8280089141 ଏବଂ 8658516833 ରେ ଯୋଗାଯୋଗ କରିବାକୁ ଅନୁରୋଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ