ମହିଳା ମାନଙ୍କ ପାଇଁ ପ୍ରତିଷ୍ଠା ହେବ ଫାଷ୍ଟ ଟ୍ରାକ୍ କୋର୍ଟ

ଉତ୍ତର ପ୍ରଦେଶରେ ବଢୁଥିବା ଦୁଷ୍ମର୍ମ ଓ ହତ୍ୟା ଘଟଣା ଉପରେ ରୋକ୍ ଲଗାଇବାପାଇଁ ସୋମବାର ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ରାଜ୍ୟରେ ୨୧୮ ଟି ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିସ୍ପତି ନିଆଯାଇଛି । ଏନେଇ ଆଇନ୍ ମନ୍ତ୍ରୀ କହିଛନ୍ତି ୨୧୮ଟି କୋର୍ଟ ମଧ୍ୟରୁ ୧୪୪ଟି ମହିଳାଙ୍କ ପାଇଁ ଓ ୭୪ଟି ଶିଶୁଙ୍କ ପାଇଁ ପ୍ରତିଷ୍ଠା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ