ମାଇକଞ୍ଚରେ ୨୦ତମ ସହିଦ ଦିବସ ପାଳନ

କଳାହାଣ୍ଡି,(ୱାଇଏନ୍ଏସ୍): ଜଳ, ଜମି, ଜଙ୍ଗଲ ଓ ପରିବେଶ ର ସୁରକ୍ଷା ପାଇଁ ବିଦେଶୀ କଂମ୍ପାନି ବିରୋଧରେ ଲଢେଇକରି ତିନି ବୀର ଦାମୋଦର,ଅଭିଳାଷ ଓ ରଘୁନାଥ ୧୬ ଡିସେମ୍ବର ୨୦୦୦ ଦିନ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ । ସେମାଙ୍କର ଆତ୍ମାର ସଦଗତି କାମନା କରି ଏହି ୨୦ତମ ସହିଦ ଦିବସ ପାଳନ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ