ମାଓବାଦୀ ମାନଙ୍କ ଯୋଜନା କୁ ପଣ୍ଡ କଲେ ଯବାନ
(ଯୁଗାବ୍ଦ ନ୍ୟୁଜ ) ମାଓ ପ୍ରବଣ ଅଞ୍ଚଳ ମାଲକାନଗିରି ରେ ମାଓବାଦୀ ମାନେ ସକ୍ରିୟ ହୋଇଉଠିଛନ୍ତି । ସୁରକ୍ଷା କର୍ମି ଙ୍କୁ ଟାର୍ଗେଟ କରି ପାଖାପାଖି ୩୦ ଟି ଜାଗାରେ ସୁରକ୍ଷିତ ସହ ଲ୍ୟାଣ୍ଡ ମାଇନ ଖଞ୍ଜି ଥିିଲେ, କିନ୍ତୁ ଏହା ମାଓବାଦୀ ଙ୍କ ପାଇଁ ବୁମେରାନ ହୋଇଛି । ସୁରକ୍ଷା କର୍ମି ବ୍ୟବୂହାର କରୁଥିବା ଆଧୁନିକ ଡ୍ରୋନ ଫୋଟ ଉଠାଇବା ପରେ ଅଳ୍ପେକ ବର୍ତ୍ତି ଯାଇଛନ୍ତି ସୁରକ୍ଷାକର୍ମି । ଯବାନ ମାନେ ସେହି ବାଟ ଦେଇ କୁମ୍ବିଙ୍ଗ ଅପରେସନ କରିବା ପାଇଁ ବାହାରି ଥିଲେ ସିଆରପିଫ ଯବାନ ,କିନ୍ତୁ ସଠିକ ଅନୁମାନ ଅତ୍ୟାଧୁନିକ ଡ୍ରୋନ ଯୋଗୁଁ ମାଓବାଦୀ ମାନଙ୍କର ଯୋଜନା କୁ ପଣ୍ଡ କରିଛନ୍ତି ଏହି ବୀର ଯବାନ ।