ମାଟି ଅତଡା ଖସି ୧୦ ମହିଳା ମୃତ

ତେଲେଙ୍ଗେନା ନାରାୟଣ ପେଟା ଜିଲ୍ଲା ତେଲୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମନରେଗା କାର୍ଯ୍ୟରେ ସାମିଲ ଥିବା ବେଳେ ହଠାତ ମାଟି ଅତଡା ଖସିପଡିବାରୁ ୧୦ ଜଣ ମହିଳା ମାଟିରେ ପୋତି ହୋଇ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ