ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା
କଳାହାଣ୍ଡି :କେସିଙ୍ଗା ଥାନା ଅନ୍ତର୍ଗତ କାଣ୍ଡେଲ ଗ୍ରାମ ର ଭୂରିଶ୍ରବା( ରଏବାରୁ) ୪୫ ବର୍ଷ ଆଜି ମାନସିକ ଭାରସାମ୍ୟ ହରାଇ ନବନିର୍ମିତ ଗାୟତ୍ରୀ ମନ୍ଦିର ପଛପଟେ ଥିବା ଏକ ନିମ୍ବ ଗଛରେ ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଛନ୍ତି । ସୁଚନା ଅନୁସାରେ ଯୁବକ ଜଣକ ଦିର୍ଘବର୍ଷ ହେବ ମାନସିକ ଭାରସାମ୍ୟ ହରାଇ ଘୁରି ବୁଲୁଥିଲେ । ତେବେ ଆଜି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି