ମାନିକେଶ୍ୱରୀ ମଲ୍ଟି ହସ୍ପିଟାଲରେ ଜିଲ୍ଲା ପ୍ରଶାସନର ଚଢ଼ାଉ

କଳାହାଣ୍ଡି : ଭବାନୀପାଟଣା ସହର ରେ ଥିବା ମାଁ କରଯାଇଛି । ଅଗ୍ନି ନିରାପାତ୍ତା ବ୍ୟବସ୍ଥା ଓ ନଷ୍ଟ ହୋଇଥିବା ବର୍ଜ୍ୟବସ୍ତୁକୁ ସର୍ବସାଧାରଣ ସ୍ଥାନରେ ନଷ୍ଟ କରିବା ଭଳି ଅଭିଯୋଗ ପୂର୍ବରୁ ହୋଇଆସୁଥିଲା । ଭବାନୀପାଟଣା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ପୋଲିସ ବିଭାଗ ଅଗ୍ନିଶମ ବିଭାଗ ସେଲଟେକ୍ସ ବିଭାଗ। ସ୍ୱାସ୍ତ୍ୟ ବିଭାଗର ପକ୍ଷୀୟରୁ ଏକକାଳୀନ ଚଢ଼ାଉ କରାଯାଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ କିଛିଦିନ ତଳେ ହସ୍ପିଟାଲରେ ବ୍ୟବହୃତ ହୋଇଥିବା ଅଳିଆ ଆବର୍ଜନାକୁ ହସ୍ପିଟାଲର ପଛପଟେ ସବୁବେଳେ ପୋଡୁଥିବାରୁ ପରିବେଶ ପ୍ରଦୂଷଣ ହୋଉଥିବା ଅଭିଯୋଗ ହୋଇଥିଲା ବେଳେ ରୋଗୀମାନଙ୍କ ଠାରୁ ଅଧିକା ମାତ୍ରାରେ ପଇସା ନେଉଥିବା ଓ ଅଗ୍ନିଶ୍ରମ ବିଭାଗର ଆବଶ୍ୟକ ଅନୁମତି ନଥିବାର ବି ଅଭିଯୋଗ ହେଉଥିଲା ତେଣୁ ୪ ଟି ବିଭାଗ ମିଳିତ ଏକକାଳୀନ ଚଢ଼ାଉ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ