ମାପ ଓଜନ ବିଭାଗର ଚଢାଉ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତରାଉତରାୟଙ୍କ ନିର୍ଦେଶରେ ଉପଖଣ୍ଡ ସ୍ତରୀୟ ପ୍ରଶାସନ ଏବଂ ବୈଧ ମାପ ବିଜ୍ଞାନ ବିଭାଗ ତରଫରୁ ସହରର ବିଭିନ୍ନ ଅଟାକଳ ,ଲୁହା ,ସିମେଣ୍ଟ , ପେଟ୍ରୋଲ ପମ୍ପରେ ଚଢାଉ କରାଯାଇ ପାଞ୍ଚ ଜଣଙ୍କ ବିରୋଧରେ ୫୦ ହଜାର ଟଙ୍କାର ଜୋରିମାନା ଆଦାୟ ହୋଇଛି ।ଏହି ଚଢାଉରେ ଅତିରିକ୍ତ ତହସିଲଦାର , ।ନଜିତ ତ୍ରୀପାଠି ,ସତ୍ୟଜିତ ବିଶ୍ୱାଳ,ଶିଶିର ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ