ମାରୁତି –ବାଇକ ମୁହାଁମୁହିଁ : ୧ ମୃତ ୩ ଆହାତ

କୋଣାର୍କ ( ଯୁଗାବ୍ଦ ନ୍ୟୁଜ ) : ପୁରୀ ବେଳାଭୂମିରେ ଏକ ମୋଟର ସାଇକେଲ ମୁହାଁମୁହିଁ କାର ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଆରୋହିନରେନ୍ଦ୍ର କୁମାର ପାଳ ଙ୍କ ମୃତ୍ୟୁ ଘଟିଛି ୩ ଜଣ ଆହାତ ହୋଇଛନ୍ତି ।ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତକରାଯାଇଛି । ସୂଚନା ଅନୁସାରେ ପୁରୀରୁ କୋଣାର୍କ ଆସୁଥିବା ମାରୁତି କାର (ଓଡି .୧୩-କେ- ୧୫୦୦ ) କୋଣାର୍କର୍ ପଟୁ ଯାଉଥିବା ୟାମା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମାରୁତି କାର ଗାଡିକୁ ଜବତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ