ମାର୍ଗଶୀର ଗୁରୁବାର ପାଇଁ ଶ୍ରୀ ମନ୍ଦିର ଚଳଚଞ୍ଚଳ

ଆଜି ହେଉଛି ମାର୍ଗଶୀର ମାସର ତୃତୀୟ ପାଳି ମଣବସା ଗୁରୁବାର । ସମଗ୍ର ରାଜ୍ୟରେ ମହିଳାମାନେ ମା ଲକ୍ଷ୍‌ମୀଙ୍କ ପୁଜାର୍ଚ୍ଚନା କରିଛନ୍ତି । ଶ୍ରୀମନ୍ଦିରରେ ମଧ୍ୟ ମାଣ ବସା ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରରେ ସକାଳୁ ସକାଳୁ ମହିଳାଭକ୍ତମାନେ ମା ଲ୍‌କ୍ଷ୍‌ମୀଙ୍କ ପୁଜା କରି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଗୁରୁବାର ସକାଳୁ ମହିଳାମାନେ ଝୋଟି ଚିତା ପକାଇ ଗୃହକୁ ସୁସଜ୍ଜିତ କରିବା ସହ ଧନଦାତ୍ରୀ ମା ଲକ୍ଷ୍‌ମୀଙ୍କୁ ଆବାହନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ