ମାଲକାନଗିରି ମେଡିକାଲର ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ୫ ଟି ସଚିବ ପାଣ୍ଡିଆନ

ମାଲକାନଗିରି: ଆଦିବାସୀ ଅଧିଷ୍ୟୁତ ମାଲକାନଗିରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଭି କାର୍ତ୍ତିକେନ ପାଣ୍ଡିଆନ ପହଞ୍ଚି ମେଡିକାଲ ସ୍ଥିତି ଅନୁଧ୍ୟାନ କରିଛନ୍ତିି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ୫ ଟି ଯୋଜନାକୁ କିପରି ସରକାରୀ ବାବୁ ମାନେ କାର୍ଯ୍ୟକାରୀ କରୁଛନ୍ତି ଜାଣିବା ପାଇଁ ବୁଧବାର ୫ ଟି କାର୍ତ୍ତିକେନ ପାଣ୍ଡିଆନ ମାଲକାନଗିରି ଜିଲ୍ଲା୍‌ରେ ପହଞ୍ଚିଛନ୍ତି । ମେଡିକାଲର ସ୍ଥିତି ଗୁଡିକ ଅନୁଧ୍ୟାନ କରିବା ସହିତ ମେଡିକାଲ ଗୁଡିକର ଭିତ୍ତିପ୍ରସ୍ତର କିଭଳି ରହିଛି ସେ ବିଷୟରେ ଅନୁଧ୍ୟାନ କରିବା ସହ ମେଡିକାଲ କର୍ତ୍ତୁପକ୍ଷକଙ୍କ ସହ ଆଲୋଚନା କରିଛନ୍ତିି ।ମାଲକାନଗିରି ଗ୍ରସ୍ତ ସମୟରେ ଏନ୍ ଆରଏଚଏମ୍ ନିର୍ଦ୍ଦେଶକ ଶାଳିନୀ ପଣ୍ଡା ଓ ଅଶୋକ ମୀନା ସମେତ ମାଲକାନଗିରି ଜିଲ୍ଲାପାଳ ଏବଂ ଏସପି ମଧ୍ୟ ମେଡିକାଲରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ