ମାସୁଦ ଆତଙ୍କୀ ଘୋଷଣାରେ ଚୀନ ପାଲଟିଛି କଣ୍ଟା

ସମସ୍ତ ଦେଶ ଜୈଶ –ଏ ମହମ୍ମଦ ଆତଙ୍କବାଦୀ  ଘୋଷଣା କରିବା ପାଇଁ ଆତଙ୍କବାଦୀ ଘୋଷଣାରେ ଚୀନ ପାଲଟିଛି କଣ୍ଟା । ବର୍ତ୍ତମାନ ତାହା ଘୋଷଣା ରୁ ପୁଣୀ ଥରେ ବିଫଳ ହେବାର ଆଶଙ୍କା ପ୍ରକାଶ ପାଇଛି । ମହାରଷ୍ଟ୍ର ସରକାର ମାସୁଦ ବିରୋଦ୍ଧରେ ରାଜି ହୋଇଥିବା ବେଳେ ଭୋଟ ପୂର୍ବରୁ ଏକ ନୂଆ ଚାଲ ଚଳାଇଛି ଚୀନ । ଚୀନ ମାସୁଦ ବିରୋଦ୍ଧରେ ପ୍ରମାଣ ଦେବାକୁ ଚୀନ ବାରମ୍ବାର ଭାରତକୁ ପ୍ରମାଣ ମାଗୁଛି । ଚୀନ ବୈଦେଶୀକ ମନ୍ତ୍ରାଳୟ ତରଫରୁ ମୁଖପାତ୍ର ଲୁ କାଙ୍ଗ କହିଛନ୍ତି ଚୀନ ଏହି ପ୍ରସଙ୍ଗ ରେ କିଛି ଚୀନ ସମାଧାନ ଚାହୁଁଛି । ଆଗକୁ ମଧ୍ୟ ଚୀନ ଏହି ନୀତି ଆପଣେଇବ ବୋଲି କହିଛି । ଭାରତ ସରକାର ଜାତିସଂଘ ତରଫରୁ ସୁରକ୍ଷା ପରିଷଦ ପୁଲୱାମା ଆତଙ୍କୀ ହମଲାର ପ୍ରମାଣ ସହ ଦସ୍ତାବିଜ ଦେବା ସହ ଅଡିଓ ଟେପ ଜାରି କରିଛନ୍ତି ଭାରତ ସରକାର । ଏହା ପରେ ମଧ୍ୟ ଚୀନ ଘଣ୍ଟ ଘୋଡାଉଛି । ପୂର୍ବରୁ ମାସୁଦ ସପକ୍ଷରେ ଭିଟୋ ପ୍ରୟୋଗ କରିଥିଲା । ମାସୁଦ ଭାରତର ବିଭିନ୍ନ ଆକ୍ରମଣ ପାଇର୍ଁ ମଧ୍ୟ ଦାୟୀ ରହିଛି । ଉରି ଓ ପଠାନକୋଟ ହମଲାରେ ମଧ୍ୟ ମାସୁଦ ସଂପୃକ୍ତ ରିହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ