ମାସ ମାସ ଧରି ଛୁଟି ରେ ରହୁଛନ୍ତି ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ନିକଟସ୍ଥ ବିଜିପୁର ସରକାରୀ ବିଦ୍ୟାଳୟ ରେ ମାସ ଧରି ସ୍କୁଲ ନଥିବା ହେତୁ ମୋହନା ଗୋଷ୍ଠୀ ଶିକ୍ଷାଧିକାରୀ ବିଜିପୁର ବିଦ୍ୟାଳୟକୁ ଅଚାନକ ଗସ୍ତରେ ଆସି ବିଦ୍ୟାଳୟ ପରିଦର୍ଶନ କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ଗୌରୀ ଅଧିକାରୀ ବହୁ ଦିନ ଧରି ଛୁଟି ରହିଥିବା ଦେଖି ଅନୁପସ୍ଥିତ ଥିବାର ଚିହ୍ନଟ କଲେ ମୋହନା ବ୍ଲକ ଶିକ୍ଷା ଅଧିକାରୀ | ନିମିତ ଭାବେ ୨ ଜଣ ଶିକ୍ଷକ ଅନୁପସ୍ଥିତ ରହୁଥିବାର ଗ୍ରାମବାସୀ କହିଛନ୍ତି |