ମା’ ପୁଅଙ୍କ ଗଞ୍ଜେଇ ବେପାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବିଶ୍ଵସ୍ଥ ସୂତ୍ର ରୁ ଖବର ପାଇ ଆଜି ସକାଳେ ଭୁବନେଶ୍ୱର ଭରତପୁର ଅଞ୍ଚଳରେ କମିଶନରେଟ ର ସ୍ପେଶାଲ ସ୍କୁୱାର୍ଡ ଓ ଭରତ ପୁର ଥାନାର ଅଧିକାରୀ ମାନେ ମିଳିତ ଭାବେ ଅତର୍କିତ ଚଢ଼ାଉ କରି ଏକ ଘରୁ ଏକ କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ଗଞ୍ଜେଇ ର ବେଆଇନ ବ୍ୟବସାୟ କରୁଥିବା ଅଭିଯୋଗରେ ଭବାନୀ ମହାପାତ୍ର ନାମକ ଜୈନକ MCA ଛାତ୍ର କୁ ଗିରଫ କରିଥିବା ବେଳେ ତାକୁ ଏହି ବ୍ୟବସାୟରେ ସହଯୋଗ କରୁଥବାରୁ ତାର ମା’ଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ