ମା’ ବୁଢୀମଙ୍ଗଳା କ୍ଲବରେ ଗଣତନ୍ତ୍ର ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମର ମା’ ବୁଢୀମଙ୍ଗଳା କ୍ଲବ ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସୁବାଷ ଚନ୍ଦ୍ର ବାରିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ଆଚାର୍ଯ୍ୟ, ରତିରଞ୍ଜନ ଦାସ, ଦୀପକ ପ୍ରଧାନ, ସନ୍ଦିପ ମହାନ୍ତି, ପ୍ରଦୀପ କୁମାର ଦାସ, ଯଶୋବନ୍ତ ଦାସ, ଚିତ୍ତରଞ୍ଜନ ତ୍ରିପାଠୀ, ଅବିନାଶ ରାଉତ, ସ୍ମୃତିରଞ୍ଜନ ସାମଲ, ମନୋଜ ବାରିକ, ପଦ୍ମାବତୀ କର, ସାଲୋନୀ କର, ଶିଲା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।