ମା ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇଛନ୍ତି ଏକ ଖୁସି ଖବର ,ସେ ଲେଖିଛନ୍ତି ତାଙ୍କ ଘରକୁ ଜଣେ ନୂଆ ଅତିଥି ଆସୁଛି ଆମେ ଏବେ ଦୁଇ ଜଣରୁ ତିନିଜଣ ହୋଇଯିବୁ ,ଅନୁଷ୍କା ଶର୍ମା ମା ହେବାକୁ ଯାଉଛନ୍ତି ,ଏହା ଲେଖି ସେ ନିଜ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସହ ନିଜର ଫୋଟ ସେୟାର କରିଛନ୍ତି | ବିରାଟ କୋହଲି ଓ ଅନୁଷ୍କା ଶର୍ମା ଙ୍କ ଯୋଡି କୁ ଦେଶର ସବୁଠାରୁ ଚର୍ଚ୍ଚିତ ଯୋଡି ଭାବରେ ଲୋକମାନେ ପସନ୍ଦ କରିଆସିଛନ୍ତି | ନିଜ ପସନ୍ଦିତା ଯୋଡ଼ିଙ୍କ ମୁହଁରୁ ଏପରି ଖୁସି ଖବର ଶୁଣିବା ପରେ ଦର୍ଶକ ମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |