ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ ମୋଦୀ
(ଯୁଗାବ୍ଦ ନ୍ୟୁଜ ) ଦ୍ୱିତୀୟ ବାର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ । ୨୦୧୪ ସେପ୍ଟେମ୍ବରରେ ଅନୁଷ୍ଠିତ ସାଧାରଣ ପରିଷଦ ପ୍ରଥମ କରି ଯୋଗ ଦେଇଥିଲେ । ପରେ ଅନ୍ୟ ସମସ୍ତ ବୈଠକରେ ପୁର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଯୋଗଦେଇଥିଲେ ।


