ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ନୁତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ ଭାବେ ଯୋଗଦେଇଥିବା ଧନେଶ୍ୱର ଖଣ୍ଡେଇଙ୍କୁ ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷକ ନେତା ହରମୋହନ ପଣ୍ଡା, ମିହିର କୁମାର ପଣ୍ଡା, ସୁରେନ୍ଦ୍ର କୁମାର ସା, ଭଗବାନ ନାୟକ, ଶ୍ରୀକାନ୍ତ ପଟ୍ଟନାୟକ, ସୁରେନ୍ଦ୍ର କୁମାର ନାୟକ, ନିରାକାର ନାୟକ, ବିଷ୍ଣୁ ଦାଶ, ଦେବାଶିଷ ବାରିକ, ପବିତ୍ର ମୋହନ ବାରିକ, ହେମଲତା ସାହୁ, ବିବେକାନନ୍ଦ ବେହେରା, ରବିନ୍ଦ୍ର କୁମାର ଦାସ, ରାଜକିଶୋର ସ୍ୱାଇଁ, ମୋହନ କୁମାର ମହାନ୍ତି, ଅନ୍ତର୍ଯ୍ୟାମୀ ରାଉତ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ହରେକୃଷ୍ଣ ବେହେରା, ମୃତ୍ୟୁଞ୍ଜୟ ନନ୍ଦ, କ୍ଷେତ୍ରବାସୀ ମିଶ୍ରଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ନୁତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଶିକ୍ଷକ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ସୌଜନ୍ୟ ମୁଳକ ଆଲୋଚନା କରିଥିଲେ ।


