କେନ୍ଦୁଝର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ଦେଲେ ଚମ୍ପୁଆ ବିଧାୟିକା 27/03/2020 YWPSENU3 0 Comments ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ ଯୋଡା:କରୋନା ସଂକ୍ରମଣ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗତ ୨୫ ତାରିଖରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ତାଙ୍କର ତିନି ମାସର ଦରମା ପ୍ରଦାନ କରିଛନ୍ତି । ବିଧାୟିକା ଶ୍ରୀମତୀ ମହାନ୍ତ ତାଙ୍କ ତିନି ମାସର ଦରମା ବାବଦକୁ ୧ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । Spread the love