ମୁଖ୍ୟମନ୍ତ୍ରୀ ପ୍ରାଥୀଁ ପାଇଁ ଲଢେଇ
ଗୋଆର ମୂଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ବର୍ତ୍ତମାନ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ରାଜନୀତି ସରଗରମ ରହିଛି । ଏହି କ୍ରମରେ ଆରମ୍ଭ ହୋଇଯାଇଛି ରାଜନୀତି ମହଲରେ ଜୋରଦାର ଲଢେଇ ଚାଲିଛି । ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ପାଇଁ ପ୍ରମୋଦ ସାୱଂତ ବିଧାନ ସଭାର ଅଧ୍ୟକ୍ଷ ଥିବା ବେଳେ ବଶ୍ୱଜିତ ପାରିକରଙ୍କ କ୍ୟାବିନେଟ ସ୍ୱାସ୍ଥ ମନ୍ତ୍ରୀ ଥିଲେ । ହେଲେ ବିଜେପି ତଣଫରୁ କୈାଣସି ଘୋଷଣା କରାଯାଇନାହିଁ । ଗୋଆ ବିସୟରେ ଭଲ ଅଭିଞ୍ତା ବିଶ୍ୱଜିତଙ୍କର ଥିବା ସମୟରେ ବିଧାନସଭା ଅଧ୍ୟକ୍ଷ ପ୍ରମୋଦ ସାୱତ ଆଗରେ ଅଛନ୍ତି । ଆଗାମୀ ଦିନରେ ଗୋଆର ମୂୁଖ୍ୟମନ୍ତ୍ରୀ କିଏ ହେବ ତାହା ଆଗାମୀ ଦିନରେ ଧରାପଡିବ ।


