ମୁଡ ଅନୁଷ୍ଠାନ ପକ୍ଷରୁ ନିରାଶ୍ରୟଙ୍କୁ କମ୍ବଳ ବଣ୍ଟନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ସ୍ୱେଛାସେବୀ ଅନୁଷ୍ଠାନ ମୁଡ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପଂଚାୟତର ମଠସାହି ଗ୍ରାମରେ ଗ୍ରାମବାସୀଙ୍କ ଉପସ୍ତିତିରେ କମ୍ବଳ ବଂଟନ କରାଯାଇଛି । ଅନୁଷ୍ଠାନର ସବାପତି ଶୁଭାଂଶୁ କୁମାର ଦାସ, ସମ୍ପାଦକ କୁଳମଣି ଗୋଛାୟତ, ବରିଷ୍ଠ ସଭ୍ୟ ରମେଶ ଲେଙ୍କା, ସାମ୍ବାଦିକ ପ୍ରଭାତ ପରିଡା, କେଶବ ଚନ୍ଦ୍ର ଗୋଛାୟତ, ବାନାମ୍ବର ଦାସ, ଖଗେଶ୍ୱର ବେହେରା, ପ୍ରମୋଦ କୁମାର ବଳ, ଅଭିମନ୍ୟୁ ଦାସ ପ୍ରମୁଖ ଶନିବାର ଅପରାହ୍ନରେ ଏହି କମ୍ବଳ ବଂଟନ କରିଥିଲେ ।