ମୁଣ୍ଡୁଳିରୁ ମଦ ଜବତ

କଟକ ,(ଶ୍ରୀନିବାସ ରାଉତ): ତିନୋଟି ପୃଥକ ପୃଥକ ଘଟଣାରେ କଟକ ଓ ଏମ ପି ଛକ ରୁ ୧୬୫ ଲିଟର ମଦ ଜବତ କରାଯାଇଛି | କଟକ ମୁଣ୍ଡୁଳି ଛକ ନିକଟରୁ ୧୮୦ ଲିଟର ମଦ ଜବତ କରାଯାଇଛି | ଏବଂ ଗୋଡି ସାହି ନିକଟରୁ ୨୦ ଲିଟର ମଦ ଜବତ କରାଯାଇଛି। ଏହି ତିନୋଟି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରିବା ସହ ଦୁଇଟି ବୋଲେରୋ ଗାଡି ଜବତ କରିଛି କଟକ ଅବକାରୀ ବିଭାଗ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ