ମୁମ୍ବାଇ ଆକ୍ରମଣ ର ମାଷ୍ଟର ମାଇଣ୍ଡ ହାପିଜ ଗିରଫ

(ଯୁଗାବ୍ଦ ନ୍ୟୁଜ) ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ର ମାଷ୍ଟର ମାଇଣ୍ଡ ତଥା ଲସ୍କର ଇ ତୋଇବାକ ଆତଙ୍କବାଦୀ ସଂଗଠନ ର ମୁଖ୍ୟ ହାପିଜ ସହିଦ ଙ୍କୁ ଗିରଫ କରାଯାଇଛି । ଗିରଫ ହେବା ପରେ ହାପିଜ ଙ୍କୁ ବିଚାର ବିଭାଗୀୟ ଜେଲ କୁ ପଠାଯାଇଛି । ସୂଚାନା ଅନୁସାରେ ମୁମ୍ବାଇ ଆକ୍ରମଣ ପାଇଁ ନୁହେଁ ଟେରର ଫଣ୍ଡିଙ୍ଗ ଓ ମନିଲ୍ୟାନଣ୍ଡ୍ରିଙ୍ଗ ସହ ଜଡିତ ଅଭିଯୋଗ ରେ ତାକୁ ଗିରଫ କରାଯାଇଛି । ଆଣ୍ଟିଟେରୋରିଜିମ ଆକ୍ଟ ୧୯୯୯ ଆଧାର ରେ ପାକିସ୍ତାନ ର ପଞ୍ଜାବ ପ୍ରଦେଶ ର କାଉଣ୍ଟର ଟ୍ୟାରରିଜମ ଡିପାଟମ୍ୟାଣ୍ଟ ହାପିଜ କୁ ଗିରଫ କରିଛିି ହାପିଜ ବିରୋଧ ରେ ଅଭିଯୋଗ ହୋଇଥିଲା ସେ ଆତଙ୍କବାଦ କୁ ପ୍ରୋତ୍ସାହନ ଦେଉଛି । ବୁଧୁବାର ହାପିଜ ଲାହୋରରୁ ଗୁଞ୍ଜରୱାଲା ଯାଉଥିବା ବେଳେ ଗିରଫ କରିଛି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ