ମୁମ୍ବାଇ ଆତଙ୍କବାଦୀ ହାଫିଜ୍ ସଇଦକୁ ଜାତୀ ସଂଘର ବଡ ଝଟକା

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦକୁ ଜାତି ସଂଘର ବଡ ଝଟକା ମିଳିଛି । ଜାତି ସଂଘ ବିଶ୍ୱ ଆତଙ୍କୀ ତାଲିକାରୁ ହାଫିଜ୍ ସଇଦର ନାଁକୁ ମନା କରିଦେଇଛି । ସରକାରଙ୍କ ଏ ସୂଚନା ମିଳିଛି ।ଜାତିସଂଘର ବିଶ୍ୱ ଆତଙ୍କବାଦୀ ସୁଚିରେ ସାମିଲ କରିବାକୁ ଆବେଦନ କରାଯାଇଥିଲା ।ଜାମ୍ମୁ-କାଶ୍ମୀରର ପୁଲୱାମା ବିଷ୍ପୋରଣ ପରେ ଜାତି ସଂଘର ୧୬୬୭ ଧାରା କମିଟିକୁ ଦିଆଯାଇଥିଲା । ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ କହିଛନ୍ତି ଭାରତ ସରକାର ପୁଲୱାମା ଆକ୍ରମଣର ପ୍ରମାଣ ଦେବା ପରେ ଆତଙ୍କୀ ତାଲିକାରୁ ବାଦ ପଡିବନି ହାଫିଜ ସଇଦର । ହୋଇଥିବା ଅପିଲକୁ ଖାରଜ କରିଦେଇଛି ଜାତି ସଂଘ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ