ମେଗା ରକ୍ତଦାନ ଶିବିର , ୬୦ୟୁନିଟ୍ ରକ୍ତ ସଂଗ୍ରହ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ସ୍ୱର୍ଗତ ସାକୁରା ବେହେରାଙ୍କ ୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ୁଭଲ ପାଉଥିବା ଯୁବଗୋଷ୍ଟି ଓ ସମର୍ଥକ ମାନେ ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିସ୍ରାଳୟ ପରିସରରେ ମେଗ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରରେ ୬୦ ଜଣ ସ୍ୱେଛାକୃତ ରକ୍ତ ଦାନ ୍କରିଥିବା ବେଳେ ୬୦ ୟୁନିଟି ରକ୍ତ ହୋଇଛି । ଏହି ଶିବିରରେ ଦେବାଶିଷ ପଟ୍ଟନାୟକ, ରାଜ କୁମାର ନାୟକ, ସାଇରାମ ନାହାକ, ସୁମନ ବେହେରା, ମଣ୍ଟୁ ବେହେରା , ଏନ୍. ଦୀନବନ୍ଧୁ, ପିି. ରାମବାବୁ, କେ. ଦାଶରଥୀ, ଜି.ଜଗନ୍ନାଥ, ଜି.ଦାଲେୟାଙ୍କ ସମେତ ବହୁ ଯୁବକ ଓ ଛାତ୍ରମାନେ ଏବଂ ନେତା ମାନେ ଉପସ୍ଥିତ ଥିଲେ । ଏହି ଶିବିର ଦୀର୍ଘ ୫ ବର୍ଷ ହେଲା ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ