ମେଡିକାଲ ପରିସର ସଫେଇ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱଚ୍ଛଭାରତ ଅଭିଯାନ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କମଳାକାନ୍ତ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତ, ପିଏଚଇଓ ରଶ୍ମିରେଖା ପୃଷ୍ଟି, ବିପିଏମ ପ୍ରଦିପ୍ତ କୁମାର ପଣ୍ଡା ପ୍ରମୁଖ ମେଡିକାଲ ପରିସର ସଫେଇ କରିଥିଲେ । ଏଥିରେ ରାଜେନ୍ଦ୍ର ବେହେରା, ଶ୍ରୀଧର ଜେନା, ବାସୁଦେବ ଉପାଧ୍ୟୟ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ