ମୋହନର ମହାନ କାମ : ଦୁର୍ଘଟଣା ଆହତ ହୋଇଥିବା ଵ୍ୟକ୍ତିଙ୍କୁ ଡ଼ାକ୍ତରଖାନାକୁ ପଠାଇଲେ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ବାଘିଆ ଗାଁ ନିକଟରେ ବାଇକ୍ ବାଇକ୍ ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି | ଧକ୍କା ଦେଇଥିବା ବାଇକ ଚାଳକ ଫେରାର ହୋଇଯାଇଥିବା ବେଳେ ଏ ନେଇ ଥାନାରେ କୌଣସି ରିର୍ପୋଟ ଦିଆଯାଇନାହିଁ |ସୂଚନା ଯୋଗ୍ୟ ଯେ ଦୁର୍ଘଟଣା ସମୟରେ ବାଘିଆ ଗାଁ ର ମୋହନ ମୁର୍ମୁ ଆହତ ହୋଇଥିବା ଗୋକୁଳ ମହାନ୍ତଙ୍କୁ ପ୍ରାଥମିକ ଚିକିତ୍ସା କରି ୧୦୮ ଆମ୍ବୁଲାନ୍ସ ଡକାଇ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ