ମେ’ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ମେ ମ।ସ ପ୍ରଥମ ସପ୍ତ।ହରେ ହ।ଇସ୍କୁଲ ସ।ର୍ଟିଫିକେଟ ପରୀକ୍ଷ। (ମ।ଟ୍ରିକ୍) ସମେତ ମଧ୍ୟମ। ଓ ର।ଜ୍ୟ ମୁକ୍ତ ବିଦ୍ୟ।ଳୟ ପରୀକ୍ଷ। ଫଳ ପ୍ରକ।ଶ ପ।ଇବ। ଏଥି ପ।ଇଁ ମ।ଧ୍ୟମିକ ଶିକ୍ଷ। ପରିଷଦ(ବେ।ର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ।ନ୍ତ ପର୍ଯ୍ୟ।ୟରେ ପହଞ୍ଚିଛି। ଏପ୍ରିଲ୍ ୫ତ।ରିଖରୁ ଖ।ତ। ମୂଲ୍ୟ।ୟନ ସରିଥିବ। ବେଳେ ଏବେ ର।ଜ୍ୟ ବ।ହ।ର ଏକ କମ୍ପ୍ୟୁଟର ଫ।ର୍ମରେ ମୂଲ୍ୟ।ୟନ ପରବର୍ତ୍ତୀ କ।ମ ଶେଷ ହେ।ଇ ଆସିଥିବ। ସୂଚନ। ମିଳିଛି।
ମ।ଟ୍ରିକ୍, ମଧ୍ୟମ। ଓ ର।ଜ୍ୟ ମୁକ୍ତବିଦ୍ୟ।ଳୟ ପରୀକ୍ଷ। ଖ।ତ। ମୂଲ୍ୟ।ୟନ ମ।ର୍ଚ ୨୪ରୁ ଆରମ୍ଭ ହେ।ଇ ଏପ୍ରିଲ୍ ୫ରେ ଶେଷ ହେ।ଇଥିଲ।। ମୂଲ୍ୟ।ୟନ ପ୍ରକ୍ରିୟ।କୁ ତ୍ବରିତ କରିବ। ପ।ଇଁ ମୂଲ୍ୟ।ୟନ କେନ୍ଦ୍ରରୁ ସିଧ।ସଳଖ ଅନଲ।ଇନରେ ବେ।ର୍ଡ କେନ୍ଦ୍ରୀୟ କ।ର୍ଯ୍ୟ।ଳୟକୁ ମ।ର୍କ ପେ।ଷ୍ଟିଂ ହେ।ଇଥିଲ।। ପରେ ଏହ।ର ଯ।ଞ୍ଚ କର।ଯ।ଇ କମ୍ପ୍ୟୁଟର ଫ।ର୍ମକୁ ପଠ।ଯ।ଇଥିଲ।। ଦୀର୍ଘ ଉତ୍ତରମୂଳକ ଖ।ତ। ମୂଲ୍ୟ।ୟନ ର।ଜ୍ୟର ବିଭିନ୍ନ ମୂଲ୍ୟ।ୟନ କେନ୍ଦ୍ରରେ ଚ।ଲିଥିବ। ବେଳେ ର।ଜ୍ୟ ବ।ହରେ ଏକ ନିର୍ଦ୍ଦିଷ୍ଟ କମ୍ପ୍ୟୁଟର ଫ।ର୍ମରେ ଓଏମ୍ଆର୍ ମୂଲ୍ୟ।ୟନ ଚ।ଲିଥିଲ।।

ଏବେ ଚୂଡ।ନ୍ତ ଯ।ଞ୍ଚ ଚ।ଲିଛି। ଏବେ ବେ।ର୍ଡ ପରୀକ୍ଷ। ନିୟନ୍ତ୍ରକ ଡକ୍ଟର ନିହ।ର ରଞ୍ଜନ ମହ।ନ୍ତି ର।ଜ୍ୟ ବ।ହ।ର ଫ।ର୍ମରେ ରହି ଚୂଡ।ନ୍ତ ପର୍ଯ୍ୟ।ୟ ଯ।ଞ୍ଚ କରୁଛନ୍ତି। ପରୀକ୍ଷ। ନିୟନ୍ତ୍ରକ ଡକ୍ଟର ମହ।ନ୍ତି ଫେରିବ। ପରେ ମ।ଟ୍ରିକ୍ ପରୀକ୍ଷ। ଫଳ ପ୍ରକ।ଶନ ତ।ରିଖ ଘେ।ଷଣ। କର।ଯିବ। ବେ।ର୍ଡର ଜଣେ ବରିଷ୍ଠ ଅଧିକ।ରୀ କହିବ। ଅନୁସ।ରେ, ପରୀକ୍ଷ। ନିୟନ୍ତ୍ରକ ପ।ଖ।ପ।ଖି ୧୦ରୁ ୧୨ଦିନ ମଧ୍ୟରେ କମ୍ପ୍ୟୁଟର ଫ।ର୍ମରେ ଚୁଡ।ନ୍ତ ପର୍ଯ୍ୟ।ୟ ଯ।ଞ୍ଚ କରନ୍ତି। ଏ ସଂକ୍ର।ନ୍ତରେ ବେ।ର୍ଡ ସଂପ।ଦକ ରମ।ଶିଷ ହ।ଜର। କହିଛନ୍ତି, ଏବେ ପ୍ରେ।ସେସିଂ ଚ।ଲିଛି। ସମସ୍ତ ପ୍ରେ।ସେସିଂ ସରିବ। ପରେ ଫଳ ପ୍ରକ।ଶନ ତ।ରିଖ ଘେ।ଷଣ। କର।ଯିବ। ମେ ମ।ସରେ ଫଳ ପ୍ରକ।ଶ ପ।ଇବ ବେ।ଲି ସଂପ।ଦକ ଶ୍ରୀ ହ।ଜର। ସୂଚନ। ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ