ମେ ୨୦ ରେ ନିଟ୍ ପରୀକ୍ଷା

ଜାତୀୟ ପ୍ରବେଶିକା ପରୀକ୍ଷା ମେ ୨୦ ତାରିଖରେ ଅନୁଷ୍ଠିତ ହେବ । ଡାକ୍ତରୀ ପାଠ୍ୟକ୍ରମ ପରୀକ୍ଷା ହେବାକୁ ଥିବା ବେଳେ ବିଦ୍ୟାର୍ଥୀ ମାନଙ୍କୁ ଇ ଆଡମିଟ ବାହାର କରିବା ପାଇଁ ନିର୍ଦ୍ଦେଶ ରହିଛି ।ବିଦ୍ୟାର୍ଥୀ ମାନେ www.ntaneet.nic.in ସାଇଟକୁ ଯାଇ ନିଜର ନାମ ପଞ୍ଜିକରଣ ନମ୍ବର ଓ ଜନ୍ମ ତାରିଖ ଦେଇ ଆଡମିଟ୍ କାର୍ଡ ବାହାର କରିପାରିବେ । ପରୀକ୍ଷା ପାଇଁ ଦୁଇଟି ଟି ସିଫ୍ଟ କରାଯାଇଛି । ପ୍ରଥମ ସିଫ୍ଟ ବିଦ୍ୟାର୍ଥୀ ମାନେ ସକାଳ ୧୦ ଟା ଠାରୁ ମଧ୍ୟାହ୍ନ ୨ । ଦ୍ୱୀତିୟ ସିଫ୍ଟ ପରୀକ୍ଷା ୨ ଠାରୁ ୫ ଟା ପର୍ଯ୍ୟନ୍ତ ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ