ମୋଜା ପିନ୍ଧି ଶୋଇଲେ ଦମ୍ପତିଙ୍କ ସମ୍ପର୍କ ହୁଏ ଦୃଢ

ସାଧାରଣରେ ଆମେ କେବଳ ଶୀତଦିନେ ହିଁ ମୋଜା ପିନ୍ଧି ଶୋଇଥାଉ । କିନ୍ତୁ ସବୁଦିନେ ମୋଜା ପିନ୍ଧି ଶୋଇଲେ ଲାଭ ମିଳିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷ କରି ସ୍ବାମୀସ୍ତ୍ରୀ ଶୋଇବା ସମୟରେ ମୋଜା ପିନ୍ଧିବା ଭଲ ବୋଲି ନେଦରଲାଣ୍ଡର ଗୋନେନଜନ୍ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ମୋଜା ପିନ୍ଧିବା ଫଳରେ ଶରୀର ଉଷୁମ ରହିଥାଏ। ଫଳରେ ଶରୀରରେ ତଥା ପାଦରେ ରକ୍ତ ସଞ୍ଚାଳନ ଠିକ୍ ରୂପେ ହୋଇଥାଏ। ଏମିତି ହେବା ଫଳରେ ସ୍ବାମୀସ୍ତ୍ରୀ ପରସ୍ପରର ବେଶି ନିକଟତର ହୋଇଥାଆନ୍ତି । ସେମାନଙ୍କ ଶାରୀରିକ ସମ୍ପର୍କ ଠିକ୍ ଭାବେ ହୋଇଥାଏ। ଅପରପକ୍ଷରେ ଏହା ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଦୃଢ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ