ମୋଟର ପାର୍ଟସ ଦୋକାନ ଉପରେ ଚଢ଼ାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆଜି ସକାଳୁ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ର ଏକ ସ୍ୱତନ୍ତ୍ର ଦଳ ଭୁବନେଶ୍ୱର ର କଟକ ରୋଡ଼ ରେ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଇକ ହର୍ଣ ଓ ସାଇଲେନ୍ସେର ପାଇପ ବିକ୍ରି କରୁଥିବା ଦୋକଁ ଗୁଡିକ ଉପରେ ଚଢ଼ାଉ କରି ୨୭ ଟି ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଇକ ସାଇଲେନ୍ସେର ପାଇପ ଜବତ କରିଛନ୍ତି । ଏହି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ