ମୋଦିଙ୍କ ମନ୍ତ୍ରୀ ମଣ୍ଡଳରୁ ଧର୍ମେନ୍ଦ୍ର ଓ ପ୍ରତାପ

ଆଜି ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଇଂନିସ ଆରମ୍ଭ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି । ରଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉସ୍ରବରେ ପଦ ଓ ଗୋପନୀୟତାର ସହ ଶପଥ କରାଇଛନ୍ତି ଭାରତର ପ୍ରଥମ ନାଗରିକ ତଥା ରଷ୍ଟପତି ରାମନାଥ କୋବିନ୍ଦ ମୋଦି ଙ୍କ ସହିତ ୫୮ ଜଣ ମନ୍ତ୍ରୀ ନିଜ ଟିମରେ ସାମିଲ କରିଛନ୍ତି ନରେନ୍ଦ୍ର ମୋଦି । ସେମାନଙ୍କ ମଧ୍ୟରୁ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ,୯ ଜଣ ରାଷ୍ଟମନ୍ତ୍ରୀ (ସ୍ୱାଧ୍ରନ ଦାଇତ୍ୱ ) ୨୪ ଜଣ ରାଷ୍ଟ୍ରମନ୍ତ୍ରୀ
କ୍ୟାବିନେଟ ମନ୍ତ୍ରୀ

୧. ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ
୨. ରାଜନାଥ ସିଂହ
୩. ଅମିତ ଶାହା
୪.ନିତିନ ଗଡ଼କରି
୫.ସଦାନନ୍ଦ ଗୌଡ଼ା
୬. ନିର୍ମଳା ସୀତାରମଣ
୭. ରାମ ବିଳାଶ ପାଶ୍ୱଓ୍ଵନ
୮. ନରେନ୍ଦ୍ର ସିଂହ ତୌମାର
୯.ରବି ଶଙ୍କର ପ୍ରସାଦ
୧୦. ହରସିମିରତ କୌର ବାଦଲ୍
୧୧.ଥାବର ଚାନ୍ଦ ଗେହଲତ୍
୧୨. ଏସ୍. ଜୟଶଙ୍କର
୧୩. ରମେଶ ପୋଖରିଆଲ୍
୧୪. ଶ୍ରୀ ଅର୍ଜୁନ ମୁଣ୍ଡା
୧୫. ସ୍ମୃତି ଇରାନୀ
୧୬. ଡକ୍ଟର ହର୍ଷବର୍ଦ୍ଧନ
୧୭. ପ୍ରକାଶ କେଶବ ଜାଓ୍ଵଡ଼େକର
୧୮. ଶ୍ରୀ ପିୟୁଷ ଗୋଏଲ
୧୯. ଧର୍ମେନ୍ଦ୍ର ପ୍ରଧାନ
୨୦. ଶ୍ରୀ ମୁକ୍ତାର ଅବାସ ନକ୍ବି
୨୧. ଶ୍ରୀ ପ୍ରହଲ୍ଳାଦ ଜୋଶୀ
୨୨. ଡକ୍ଟର ମହେନ୍ଦ୍ର ପାଣ୍ଡେ
୨୩. ଡକ୍ଟର ଅରବିନ୍ଦ ଗଣପତ ସାଓ୍ଵନ
୨୪. ଶ୍ରୀ ଗିରିରାଜ୍ ସିଂହ
୨୫. ଗଜେନ୍ଦ୍ର ସିଂହ ଶେଖାଓ୍ଵତ
ରାଷ୍ଟ୍ରମନ୍ତ୍ରୀ:
୨୬. ଶ୍ରୀ ସନ୍ତୋଷ କୁମାର ଗଙ୍ଗବାର
୨୭. ରାଓ ଇନ୍ଦ୍ରଜିତ୍ ସିଂହ
୨୮. ଶ୍ରୀପଦ ୟେସୋ ନାଇକ
୨୯. ଡକ୍ଟର ଜିତେନ୍ଦ୍ର ସିଂହ
୩୦. କିରେନ ରିଜିଜୁ
୩୧. ଶ୍ରୀ ପହଲ୍ଳାଦ ସିଂହ ପଟେଲ
୩୨. ରାଜ କୁମାର ସିଂହ
୩୩. ହରଦୀପ ସିଂହ ପୁରୀ
୩୪. ମନସୁଖ ଲକ୍ଷ୍ମଣବାଇ ମାଣ୍ଡବିଆ
୩୫. ଫଗ୍ଗନ ସିଂହ କୁଲସ୍ତେ
୩୬. ଅଶ୍ୱିନୀ କୁମାର ଚୌବେ
୩୭. ଶ୍ରୀ ଅର୍ଜୁନ ରାମ ମେଘଓ୍ଵାଲ
୩୮. ବିକେ ସିଂହ
୩୯. କୃଷ୍ଣ ପାଲ
୪୦. ଦାନବେ ରାଓସାହେବ ଦାଦାରାଓ
୪୧. ଜି. କିସନ ରେଡ୍ଡି
୪୨. ପୁରୁଷୋତ୍ତମ ରୁପାଲା
୪୩. ରାମଦାସ ଆଠବଲେ
୪୪. ସାଧ୍ୱୀ ନିରଞ୍ଜନ ଜ୍ୟୋତି
୪୫. ବାବୁଲ ସୁପ୍ରିୟ
୪୬. ସଞ୍ଜିବ କୁମାର ବାଲ୍ୟାନ
୪୭. ସଞ୍ଜୟ ଧୋତ୍ରେ
୪୮. ଶ୍ରୀ ଅନୁରାଗ ସିଂହ ଠାକୁର
୪୯.ଶ୍ରୀ ଅଙ୍ଗଦି ସୁରେଶ ଚନ୍ନବସପା
୫୦. ଶ୍ରୀ ନିତ୍ୟାନନ୍ଦ ରାୟ
୫୧.ଶ୍ରୀ ରତନ ଲାଲ କଟରିଆ
୫୨. ଶ୍ରୀ ଭି. ମୁରଲୀଧରନ
୫୩. ଶ୍ରୀମତୀ ରେଣୁକା ସିଂହ ସରୁତା
୫୪. ଶ୍ରୀ ସୋମ ପ୍ରକାଶ
୫୫. ଶ୍ରୀ ରାମେଶ୍ୱର ତେଲି
୫୬. ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
୫୭. ଶ୍ରୀ କୈଳାସ ଚୌଧୁରୀ
୫୮. ଶ୍ରୀମତୀ ଦେବଶ୍ରୀ ଚୌଧୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ