ମୋଦୀଙ୍କୁ ଭେଟିଲେ ଅଭିଜିତ

(ଯୁଗାବ୍ଦ ନ୍ୟୁଜ), ଭାରତରେ ଜନ୍ମିତ ଆମେରିକୀୟ ନାଗରିକ ଅଭିଜିତ ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀର ସୈାଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସୁଚନାଯୋଗ୍ୟ, ବିଶ୍ୱରୁ କିଭଳି ଭାବେ ଦାରିଦ୍ର୍‌କୁ ହଟାଯାଇପାରିବ ସେ ସମ୍ପର୍କରେ ଗବେଷଣା କରି ବିଶ୍ୱର ସର୍ବୋଚ୍ଚ ପୁରସ୍କାର ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଅଭିଜିତ । ପ୍ରଧାନମନ୍ତ୍ରୀ ଅଭିଜିତଙ୍କୁ ଭେଟିବା ନେଇ ନିଜେ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ