ମୋଷ୍ଟ ୱାଣ୍ଟେଡ୍ ରାଜା ଗିରଫ

ନୟାଗଡ଼ ଜିଲ୍ଲା ରଣପୁର ପୋଲିସ ହାତରେ ଧରାପଡିଛି ମୋଷ୍ଟ ଓ୍ୟାଣ୍ଟେଡ ରାଜା ନାୟକ କ୍ଷ ରଣପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ ଙ୍କ ନେତ୍ରୁତୁରେ ଏକ ଟିମ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ନୟାଗଡ଼ – ଖୋର୍ଦ୍ଧା ଅଂଚଳର କୁଖ୍ୟାତ ଡକାୟତ ରାଜା ନାୟକକୁ ଗିରଫ କରିବାରେ ସଫଳ ହୋଇଛି।କ୍ଷ ପୂର୍ବରୁ ରାଜା ଗ୍ୟାଙ୍ଗର ଅନ୍ୟ ଚାରି ଜଣ ସଦସ୍ୟ ଙ୍କୁ ପୋଲିସ ଗିରଫ କରିଥିବା ବେଳେ ରାଜାକୁ ଧରିବାରେ ପୋଲିସ ବିଫଳ ଥିଲା। ତେବେ ରାଜକ୍ଷକୁ ଗିରଫ ରଣପୁରୁ ପୋଲିସର ବଡସଫଳତା ବୋଲି କୁହାଯାଉଛି। ତେବେ ରାଜା ନାମରେ ରଣପୁର ଥାନା ସମେତ ନୟାଗଡ଼, ଖୋର୍ଦ୍ଧା ଏବଂ ଇଟାମାଟି ଥାନାରେ ପୃଥକ ପୃଥକ ଡକାୟତି ମାମଲା ରହିଥିବା ପୋଲିସ ସୂଚନା ଦେଇଛି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ