ମୋହନାରେ ସ୍ୱାଧୀନତା ଦିବସ ପାଳିତ

ମୋହନା ,(ଅଂଶୁମାନ ପଣ୍ଡା) : ମୋହନାରେ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ୭୪ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଗଜପତି ଜିଲ୍ଲା ମୋହନା ରେ ସରକାର ଙ୍କ ନୟମ ଅନୁଯାଇ ସାମାଜିକ ଦୂରତା ମାକ୍ସ ସନଇଟାଇଜ ବ୍ୟବହାର କରି ସ୍ୱାଧୀନତା ଦିବସ ପାଳନ ହୋଇଛି | ବ୍ଲକ ପରିସର ରେ ବିଡ଼ିଓ ବଂଶଧର ଖୁସଲା ପତାକା ଉତ୍ତୋଳନ କରିଥିଲେ | ସେପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପତାକା ଉତ୍ତୋଳନ କରିଥିଲେ | ବିଦ୍ୟାଳୟ ପରିସର ଖାଁ ଖାଁ ଦୁସୁଥିଲା ସେପରି ମୋହନା ଥାନା ରେ ସୁଜିତ ନାୟକ ଯୁବକସଙ୍ଘରେ ବିଡ଼ିଓ ହିଲଟୋପ କଲେଜ ରେ ଅଧ୍ୟାପକ ଅଡବାଥାନା ରେ ଆଲୋକ ଜଗଦଲା ତସିଲି କାର୍ଯ୍ୟାଳୟ କଲ୍ୟାଣି ସଙ୍ଘ ମିତ୍ରା ଦେବୀ ହାଇସ୍କୁଲ ଛକ ରେ ଥାନା ଅଧିକାରୀ ଶିଶୁ ବିଦ୍ୟା ମନ୍ଦିର ବିଭିନ୍ନ ବିଦ୍ୟାଳୟ ଓ ବିଭିନ୍ନ ଜାଗାରେ ୩୯ପଞ୍ଚୟତ ସରପଞ୍ଚ ଓ ଗ୍ରାମସେବକ ମେମ୍ବର ମନେ ଉପସ୍ଥିତ ରେ ପାଳନ ହୋଇଛି | ୭୪ତମ ସ୍ୱାଧୀନତା ଦିବସ ଏହି ଅବସରରେ କରୋନା ଯୋଦ୍ଧା ୭ ଜଣଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀ ଖୁସଲା ସମ୍ମାନିତ କରିଥିଲେ | ଶେଷରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତି ମୃତି ରେ ଯୁବକ ସଙ୍ଘ ର କର୍ମକର୍ତ୍ତା ମନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ