ମୋହନା ଅଞ୍ଚଳ ରେ ଧୁମ୍ ଧାମରେ ପାଳନ ହୋଇଚି ମା ଙ୍କ ବିଜୟା ଦଶମୀ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି, ଚାନ୍ଦିପୁଟ, ଅଡବା, ବିରିକୋଟ, ମୋହନା, ଲୁହାଗୁଡି ରେ ଧୁମ୍ ଧାମରେ ଦୁଇ ବର୍ଷ ପରେ ଭକ୍ତ ଙ୍କ ଗୋହଳରେ ମା ଦୁର୍ଗା ଙ୍କ ସପ୍ତମୀ ରୁ ପୁଜା ଆରମ୍ଭ ହୋଇଥିଲା ବିଜୟା ଦଶମୀରେ ଶେଷ ହୋଇଛି ନିଆରା ପରମ୍ପରା ରେ ଆଲୋକ ରେ ସଯଶଯ୍ୟ କରାଯାଉଥିଲା ମଣ୍ଡପ ମୋହନା ନୀଳକଣ୍ଠେଶ୍ଵର ବଣିକ ସଂଘ ପକ୍ଷରୁ ହୋଇଥିବା ପୁଜା ମଣ୍ଡପ ରେ କର୍ତ୍ତା ଭାବେ ମୋନଜ କୁମାର ସାହୁ ପଣ୍ଡିତ ଶିବଶଙ୍କର ପଣ୍ଡା ପୁଜା କରିଥିଲେ ସେଇପରି ମୋହନା ଥାନା ପରିସ୍ଵର ରେ ୧୨ ବର୍ଷ ପରେ ଏଭଳି ବାଜା ବାଜେଣି ପଟୁଆର ରେ ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ପୁଜା ଅର୍ଚ୍ଚନା କରି କଳସ ଯାତ୍ରା ବାହାରି ଥାନା ରେ ପହଞ୍ଚି ବା ପରେ ଥାନାରେ ପୁଜା ଆରମ୍ଭ ହୋଇଥିଲା କର୍ତ୍ତା ଭାବେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ପୁଜା କରିଥିଲେ ପଣ୍ଡିତ ଶିବଶଙ୍କର ପଣ୍ଡା ଉପସ୍ଥିତ ରେ ସେଭଳି ଚନ୍ଦ୍ରଗିରି ଫାଣ୍ଡିରେ ଫାଣ୍ଡି ଅଧିକାରୀ ପ୍ରତାପ ବେହେରା ପୁଜା କରିଥିଲେ ଅଡବା ଥାନାରେ ମଧ୍ଯ ଧୁମ୍ ଧାମରେ ପାଳନ ହେଉଛି ଦଶହରା ପୂଜା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ