ମୋହନା ଥାନା ରେ ଅତିଥି ଗୃହ ଉଦ୍ଧଘାଟନ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ପାରିଶ୍ୱରରେ ଅତିଥି ଗୃହ ର ଉଦ୍ଧଘାଟନ କରିଛନ୍ତି ଗଜପତି ଜିଲ୍ଲା ଏସପି ଜୟରାମ ଶତପଥି ମୋହନା ଅଡବା ଥାନା ଗସ୍ତ ରେ କେହି ଉପରସ୍ଥ ଅଧିକାରୀ ଆସିଲେ ରହିବା ପାଇଁ ଅସୁବିଧା ହେଉଥିବାରୁ ବହୁ ଚେଷ୍ଟା ଫଳ ରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଏସପି ଜୟରାମ ଶତପଥି ଙ୍କୁ ଜଣାଇଥିଲେ ଯାହା ଦ୍ୱାରା ଉପରସ୍ଥ୍ ଅଧିକାରୀ ଙ୍କୁ ଜଣାଇ ନିର୍ମାଣ ହୋଇଛି ଅତିଥି ଗୃହ ଗୁରୁବାର ଦିନ ଗଜପତି ଏସପି ଜୟରାମ ଶତପଥି, ଅତିରିକ୍ତ ଏସପି ବାମଦେବ ସିଂ, ଆର ଉଦୟଗିରୀ ଏସଡିପିଓ ଦିଲ୍ଲୀପ କୁମାର ନାୟକ ଗସ୍ତ କରୀ ପୂଜା ଅର୍ଚ୍ଚନା କରି ଦୀପକ ପ୍ରଜଳାନ କରି ରିବନ୍ କାଟିଥିଲେ ଏସପି ଶ୍ରୀ ଜୟରାମ ଶତପଥି ପରେ ଗୃହ ପରିଦର୍ଶନ କରି ପ୍ରଶଂସା କରିଥିଲେ ମନ୍ତ୍ର ପାଠ କରିଥିଲେ ପଣ୍ଡିତ ଶିବଶଙ୍କର ପଣ୍ଡା ଏହି କାର୍ଯ୍ୟକ୍ରମ ରେ ଅଡବା ଥାନା ଅଧିକାରୀ ଆନନ୍ଦ ପାତ୍ର, ଏସ ଆଇ ହୃଷୀକେଶ ପଣ୍ଡା, ଏସ ଆଇ କୃଷ୍ନ ମଲିକ, ଏସ ଆଇ ଏଲ୍ ଇ ଭି ବାସୁପୋଲି ସମେତ ଥାନା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ