ମୋହନା ପଂଚାୟତ ରେ ପୋଲିସଭା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ସ୍ଥାନୀୟ ପଂଚାୟତରେ ମୋହନା ଗ୍ରାମ ପାଇଁ ସ୍ୱତନ୍ତ୍ର ପୋଲୀ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ପଂଚାୟତ ନିର୍ବାହୀ ଅଧିକାରୀ ଖଗେଶ୍ବର ଭୁଇଆଁ, ସରପଞ୍ଚ ସୁନୀତା ମଲିକ, ପ୍ରତ୍ୟକ ୱାର୍ଡ ର ସଭ୍ୟ ସଭ୍ୟା ଗ୍ରାମ ବାସୀ ଉପସ୍ଥିତ ଥିଲେ ଏଥିରେ ମୂଖ୍ୟ ତ ଆଲଚନା ହୋଇଚି ଡ୍ରେନ, ରାସ୍ତା ପାଣି, ପ୍ରତେକ୍ ସାହି ରେ ଡ୍ରେନ ନିର୍ମାଣ, ସିଶି ରୋଡ, ଓ କିଛି ସାହି ରେ ପାଣି ଯୋଗାଇବା ପାଇଁ ସୋଲାର ପାଇପ ଖନ୍ଦନ ନେଇ ଅଲେଖ କରଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ