ମୋହନା ବ୍ଲକ ଅଧ୍ୟକ୍ଷ ଖାଉଟି ବିଭାଗ କମିଶନ ର ଙ୍କ ସହିତ ସାକ୍ଷତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର ଭୁବନେଶ୍ୱର କାର୍ଯ୍ୟାଳୟ ଠାରେ ଖାଉଟି କଲ୍ୟାଣ ବିଭାଗ କମିଶନର ଙ୍କୁ ସାକ୍ଷତ କରିଛନ୍ତି । ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର ଓ ଜିଲ୍ଲା ବିଜେଡି ସଭାପତି ପ୍ରଦିପ ନାୟକ, ଆଦିବାସୀ ନେତା ଅନ୍ତିର୍ଯ୍ୟା ଗମାଙ୍ଗ ଅନ୍ୟ କମି ଉପସ୍ଥିତ ଥିଲେ । ମୋହନା ବ୍ଲକ ଓଡ଼ିଶାର ବୃହତ୍ତମ ବ୍ଲକ ଦୁଗମ ଅଞ୍ଚଳ ପାହାଡ଼ ରେ ଅବସ୍ଥିତ ମୋହନା ବ୍ଲକ କୁ ବରିଷ୍ଠ ବିଡିଓ ଅଧିକାରୀ ଦେଲେ କାର୍ଯ୍ୟ କାରି ହେବ ବୋଲି ଖାଉଟି କମିଶନ ର ଅନୁପମା ସାହା ଙ୍କୁ ସାକ୍ଷତ କରି ଅନୁରାଧା କହିଛନ୍ତି ।


