ମୋହନା ବ୍ଲକକୁ ଆସିଲା କରୋନା ନମୁନା ସଂଗ୍ରହ କିଟି

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ର ମୁଖ୍ୟ ସରକାରୀ ମେଡ଼ିକାଲ କୁ ଆସିଲା କରୋନା ନମୁନା ସଂଗ୍ରହ କୀଟ। ଏହାମାତ୍ର କିଛି ସମୟରେ ରିପୋର୍ଟ ଦିଆଯିବ ସହ ରାଜ୍ୟରେ ବହୁ ମାତ୍ରାରେ ଆକ୍ରାନ୍ତ ହଇଥିବା କିଛି ଜାଗରେ ଲୋକେ ମୃତ ବରଣ କରିସାରିଲେଣି। ତେଣୁ ଏଇ ରୋଗ କୁ ନଡରି ଭୟ ନକରି ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନେଵା ଜରୁରୀ ଏବଂ ସ୍ଥାନୟ ମେଡ଼ିକାଲ କୁ ଯାଇ ନିଜର ପରୀକ୍ଷା କରିବେ। କୌଣସି ଟଙ୍କା ଦେବାକୁ ପଡ଼ିବନି ଜର ଖାସ କିମ୍ବା ନିସ୍ୱାସ ନେବାରେ କଷ୍ଟ ହୁଏ ତୁରନ୍ତ କୌଣସି ଠକାମିର ଶିକାର ନହୋଇ ତୁରନ୍ତ ସରକାରୀ ମେଡ଼ିକାଲ ରେ ଯାଇ ନିଜ ର ନମୁନା ଦେଇ ସୁରକ୍ଷିତ ରୁହନ୍ତୁ। ବର୍ତମାନ କୌଣସି ପଞ୍ଜିକୃତ କରି ନମୁନା ଦେବା ପାଇଁ ଅପକ୍ଷ କରିବାକୁ ପଡ଼ିବନି ବୋଲି ମେଡ଼ିକାଲ ଅଧିକାରୀ ନମିତାପଣ୍ଡା କହିଛନ୍ତି ଏହାକୁ ଯିଏ ଲୁଚାଇବ ସେ ନିଜ ପରିବାର କୁ କି ସମାଜ କୁ ଠକୁନି ନିଜ ମୃତକୁ ଡାକୁଛି ତେଣୁ ଯେ କୌଣସି ବ୍ୟକ୍ତି ଏହାର ଅନୁଭବ କରୁଛନ୍ତି ତୁରନ୍ତ ପରୀକ୍ଷା କରିବା ଆବଶ୍ୟକ ଏବଂ ପ୍ରତ୍ୟକ ଜୀବନ ମୂଲ୍ୟ ମାନ ବୋଲି ଜିଲ୍ଲା ପାଳ ଅନୁପମ ଶାହା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ