ମୋହନା ରେ ଆରମ୍ଭ ହେଲା ନୁଆ ନିୟମ

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା କରୋନା ପାଇଁ ସାରା ରାଜ୍ୟରେ ଲୋକ ଡାଉନଥିବା ବେଳେ ଆଜି ଜିଲ୍ଲାପାଳ ଅନୁପମ ସାହଙ୍କ ନିର୍ଦେଶ କ୍ରମେ ନୁଆ ନିୟମ ଲାଗୁକରାଯାଇଛି ଏ ନିୟମ ଗୁଡ଼ିକ ହେଲା ପରିବା ଦୁକାନି ରେସନ ଦୁକାନ ମେଡିକାଲ ଷ୍ଟୋରଆଦି ବିଭିନ ଆବଶ୍ୟକ ଜିନିଷ ପତ୍ର ଦୁକାନ ଗୁଡିକ ସକାଳ୬ରୁ୧୦ଟା ପର୍ଯ୍ୟନ୍ତ ଖୁଲା ରହିବ ସନ୍ଧ୍ୟା5୫ଟାରୁ୭ଟା ପର୍ଯ୍ୟନ୍ତ ଖୁଲା ରହିବ ସେପରି ବାହାରକୁ ବାହାରିଲେ ମାକ୍ସ ପିନ୍ଦିବା ନିଆହତି ଆବଶ୍ୟକ ଦୁଇ ଚକିଆ ରେ ଜଣେ ବ୍ୟକ୍ତି ବସିବେ ମାକ୍ସ ହେଲମେଟ ପିନ୍ଦିବେ ଜରୁରୀ ଆବଶ୍ୟକ ନଥିଲେ ବାହାରିଲେ ଗାଡି ସିଜ କରିବା ସହ ବ୍ୟକ୍ତି ଉପରେ ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେପରି ଚାରି ଚକିଆ ସବୁ ପାସ ଗୁଡିକ ରଦ କରିଦିଆଯାଇଛି କାଲିଠାରୁ କୋଣସି ବ୍ୟକ୍ତି ପାସ ଦେଖାଇଲେ ଚଳିବ ନାହିଁ ବୋଲି କହିଛନ୍ତି ଥାନା ଅଧିକାରୀ ସୁଜିତ କୁମାର ନାୟକ ନିଜ କର୍ମଚାରୀ ମାନଙ୍କ ସହ ମୋହନା ବଜାରରେ ବୁଲି ଯାଇଥିଲେ ତସିଲି ଦାର କଲୟଣୀ ସଙ୍ଗମିତ୍ର ଦେବୀ ମଧ୍ୟ୍ୟ ଉପସ୍ଥିତ ରେ ଚନ୍ଦ୍ରଗିରି ଚାନ୍ଦିପୁଟ ଲୁହାଗୁଡି ଅଂଚଳରେ ବୁଲି ଦେଖିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ