ମୋହନା ରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ପାଳନ ହୋଇଛି ଦୃନତୀ ନିବାରଣ ସପ୍ତାହ

ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ଗଜପତି ଜିଲ୍ଲା ର ବିଭିନ୍ନ ସରକାରି କାର୍ଯ୍ୟଳୟ ରେ ଦୃନତୀ ନିବାରଣ ସପ୍ତାହ ପାଳନ ନିମନ୍ତେ ସେପରି ମୋହନା ବ୍ଲକ ରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ଶପଥ ପାଠ କରାଇଛନ୍ତି ମୋହନା ବ୍ଲକ ପରିସ୍ଵର ରେ ଏ ବିଡ଼ିଓ ଚୌଦୁରୀ ଶପଥ ପାଠ କରିଥିଲେ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ରେ ନିର୍ବାହୀ ଯନ୍ତ୍ରୀ ଙ୍କ ଉପସ୍ଥିତ ରେ ଶପଥ ପାଠ ହୋଇଛି, ମୋହନା କୋର୍ଟ ପରିସ୍ଵରରେ ବିଚାରପତି ଙ୍କ ଉପସ୍ଥିତ ରେ ଓକିଲ ସଙ୍ଘ ର ସମସ୍ତ କର୍ମଚାରୀ ଓ କୋର୍ଟ କର୍ମଚାରୀ ଙ୍କୁ ଶପଥ ପାଠ କରାଇଛନ୍ତି ତହସିଲ କାର୍ଯ୍ୟାଳୟ ରେ ମଧ୍ଯ ପଲାନ ହୋଇଛି ସମସ୍ତେ ଦୃନତି ଠାରୁ ଦୂରେଇ ରହିବା କାହାଠୁ ହାତ ଗୁଞ୍ଜା ନେବା ନାଇ କି ଦେବା ନାଇ ନିଜ ସରକାରୀ ପାଉଣା ଆମ୍ ବେତନ ତେନୁ ଗରିବ ଓ ଜନ୍ ସାଧାରଣ ଆମ ସରକାର ବୋଲି ଶପଥ ପାଠ ପଢିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ