ମୋହନା ରେ ଲାଗୁହେଲା ରାତ୍ର କାଳୀନ କର୍ଫ୍ୟୁ
ମୋହନା, (ଅଂଶୁମାନ ପଣ୍ଡା) :ରାଜ୍ୟରେ ଫୁଣି କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଡିବାରେ ଲାଗିଛି I ଯାହାକୁ ନେଇ ରାଜ୍ୟ ସରକାରଙ୍କ କୋଭିଡ ନୟମ ଫୁଣି ଲାଗୁ କରାଯାଇଛି I ରାତ୍ର୯ଟା ରୁ ସକାଳ୫ଟା ପଯନ୍ତ ଦୁକାନ ବଜାର ବନ୍ଦ ସହ ଗହଳି ନ ରଖିବା ପାଇଁ ଅନୁରୋଧ କରିଛନ୍ତି I ସେଇପରି ଗଜପତି ଜିଲ୍ଲାରେ ମଧ୍ୟ ଏହି ନୟମ ବଳି ଲାଗୁକରିଛନ୍ତି I ଜିଲ୍ଲା ପ୍ରଶାସନ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଙ୍କ ତ୍ୱତାବଦନ ରେ ଏସ ଆଇ ସଞ୍ଜୟ କୁମାରପ୍ରଧାନ ଓ ନିଜ ସୋହାଜଗ ଙ୍କ ସହ ମୋହନା ବଜାରରେ କଲେଜ ଛକ ଠାରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଡ଼ାକବାଜି ଯନ୍ତ୍ର ମାଧ୍ୟମ ରେ ଦୁକାନି ଓ ଜନସାଧାରଣ ଙ୍କୁ ସଚେତନତା କରାଇଛନ୍ତି I ମାକ୍ସ ବାଧ୍ୟତାମୂଳକ ପିନ୍ଧିବା ସହ ସନିଟାଇଜ ବେବହାର କରିବା ଏବଂ ରାତ୍ର୯ଟା ରୁ ଦୁକାନ ବନ୍ଦ କରିବେ କୋଣସୀ ବାଜର ଘାଟରେ ଗୋହଳି କରିବେ ନାହିଁ I ଏହା ସହ ବଜାର ରେ ବିନା ମାକ୍ସ ରେ ବୁଲୁଥିବା ଜନସାଧାରଣ ଙ୍କୁ ମାକ୍ସ ବଣ୍ଟନ କରାଯାଇଛି I


