ମୋହନା ସାମ୍ବାଦିକ ସଙ୍ଘ ଓ ମୋହନା ଥାନା ପକ୍ଷରୁ ସୁକିଲା ଖାଦ୍ୟ ସେନିଟାଇସ ବଣ୍ଟନ
ଗଜପତି: ମୋହନା ବ୍ଲକ ରେ ବିଭିନ୍ନ ସ୍ଥାନରୁ ଆସି ଫସି ରହିଥିବା ଯାଯାବର ମାନଙ୍କୁ ଖାଦ୍ୟ, ସେନିଟାଇସ, ପରିବା ବଣ୍ଟନ କରାଯାଇଛି ଲୁହାଗୁଡି ପଞ୍ଚାୟତରେ ଫସି ରହିଥିବା ହରିଆନାର୧୨ପରିବାର କୁ ସୁକିଲା ଖାଦ୍ୟ ଅଟା ପରିବା, ବିସ୍କେଟ, ରୁଟି,ପାଣି ଦିଆଯାଇଥିଲା ସେପରି ମୋହନା ରେ ମଧ୍ୟପ୍ରଦେଶ ର ପେଟ ପୁସିବାକୁ ଆସି ଫସି ରହିଥିବା ୭ପରିବାର,ସମ୍ବଲପୁର ର୧ ପରିବାର,ସାନଖଣିର ନିଅତି ଗୋରିବ ପରିବାର୧୩ଜଣ,କମଳାପୁର ର ଗାଁ ର ଦିବେୟଙ୍ଗ ୩ପରିବାର,କେଶରା ଗାଁ ର୧ ପରିବାର, ବେତରସିଙ୍ଗି ଗାଁ ର୫ପରିବାର, ରଙ୍ଗମଟିଆ ଗାଁ ରା୧ଟିଏ ପରିବାର ଏପରିଅଞ୍ଚଳର ୬୦ରୁ ଉର୍ଦ୍ଧ ପରିବାର କୁ ଶୁଖିଲା ଖାଦ୍ୟ ଚାଉଳ ଡାଲି ଅଟା ଆଳୁ ବାଇଗଣ ଟମାଟୋ ବିସ୍କେଟ ସାବୁନ ରୁଟି ପାଣି ବଣ୍ଟା ଯାଇଥିଲା ଏଥିରେ ମୋହନା ସାମ୍ବାଦିକ ସଙ୍ଘର ପଞ୍ଚାଦାସ,ମିହିର ଜୋତି, ଅଂଶୁମାନ ପଣ୍ଡା, ମୋହନଗୌଡ଼, ଇପିଲି ଦିଲୀପ କୁମାର ଓ କର୍ମକର୍ତା ଓ ଥାନା ଅଧିକାରୀ ସୁଜିତି କୁମାର ନାୟକ ଓ ତାଙ୍କ କର୍ମଚାରୀ ଉପସ୍ଥିତ ଥିଲେ