ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ପଂଚାୟତର ବଡମାଧପୁର ଗ୍ରାମସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଛତ୍ରପୁର ତହସିଲ ପକ୍ଷରୁ ଅନିଷ୍ଠିତ ହୋଇଯାଇଛି । ଏଥିରେ ବଡମାଧପୁର ସରପଂଚ ଶରତ ଖୁଂଟିଆ, ପ୍ରୋବେସନର ଓଏଏସ ଅଫିସର ରୋସନ ଶତପଥୀ, ଛତ୍ରପୁର ତହସିଲର ଅତିରିକ୍ତ ତହସିଲଦାର ଜଶ୍ମିନ କୁମାର ପ୍ରଧାନ, ରେଭିନ୍ୟୁ ସୁପରଭାଇଜର ଜି.ହରିକ୍ରିଷ୍ଣା, ଆରଆଇ କବିରାଜ ଆର୍ଯ୍ୟଙ୍କ ସମେତ ବିଭାଗୀୟ ଅଧିକାରୀ ପଂଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶତାଧୀକ ହିତାଧିକାରୀ ସେମାନଙ୍କ ବିଭିନ୍ନ ସମସ୍ୟା ଅଭିଯୋଗ ମାଧ୍ୟମରେ ପ୍ରଦାନ କରିବା ସହ କିଛି ହିତାଧିକାରୀଙ୍କ ବିଭିନ୍ନ ସମସ୍ୟା ତତକ୍ଷଣିତ ସମାଧାନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ